ଶାଢୀ ପିନ୍ଧିବା କାରଣରୁ ରୁବିକା ଲିଆକତ ଇସଲାମୀ କଟ୍ଟରପନ୍ଥୀ ଓ ଲିବରାଲଙ୍କ ଟାର୍ଗେଟରେ । ସୋସିଆଲ ମିଡିଆରେ ଶାଢୀ ପିନ୍ଧା ଫଟୋ ଦେଖି କଲେ ଗାଳିଗୁଲଜ । କହିଲେ ତୁମେ ମୁସଲମାନ, ମୁସଲମାନ ଭଳି ପୋଷାକ ପିନ୍ଧ । #RubikaLiyaquat #Journalist #socialmedia #target #liberals #Muslims #controversy #ArgusNews