ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଚିତ୍ରଶିଳ୍ପୀ ପ୍ରିୟଙ୍କା ତିଆରିଛନ୍ତି ୧୦.୫ ଫୁଟ ଲମ୍ବା ଏକ କାନଫୁଲ। ଯେଉଁଥିରେ ସେ ଅନେକ ମହିଳାଙ୍କୁ ସ୍ଥାନ ଦେଇଛନ୍ତି। ସ୍ବର୍ଗତ ଲତା ମଙ୍ଗେସକର, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ, ମଦର ଟେରେସା ଏଭଳି ଅନେକଙ୍କୁ। #InternationalWomensDay #Artist #priyankaSahani #earing #ArgusNews