When autocomplete results are available use up and down arrows to review and enter to select. Touch device users, explore by touch or with swipe gestures.
ତାମିଲନାଡୁରେ ଡିଏମକେ ଶାସନରେ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କର ସାହସ ଅତ୍ୟନ୍ତ ବଢିଯାଇଛି । ଏବେ ସେମାନେ ମନ୍ଦିର ନିକଟରେ ଥିବା ଜମିରେ ଜୋର ଜବରଦସ୍ତି ଶବ ଗୁଡିକୁ କବର ଦେବାକୁ ଚେଷ୍ଟା କଲେଣି । କୌଣସି କାଗଜପତ୍ର ନ ଥାଇ ସେମାନେ ମନ୍ଦିରର ଜମିରେ ଶବକୁ କବର ଦେଇ ତାକୁ କବରିସ୍ତାନ କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ରାଜ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଲାଣି #Tamilnadu #Christian #Cemetery #Violence #graveyard #ArgusNews Popular Videos, Trending Videos, Ladies Day, Christian, Discover, Baseball Cards, Sports, Special, Hs Sports
Save
From
fb.watch

ଖ୍ରୀଷ୍ଟିଆନ ପାଦ୍ରୀ ମନ୍ଦିର ନିକଟରେ ଥିବା ଜମିରେ ଶବକୁ କବର ଦେବାକୁ କରୁଥିଲା ଚେଷ୍ଟା

ତାମିଲନାଡୁରେ ଡିଏମକେ ଶାସନରେ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କର ସାହସ ଅତ୍ୟନ୍ତ ବଢିଯାଇଛି । ଏବେ ସେମାନେ ମନ୍ଦିର ନିକଟରେ ଥିବା ଜମିରେ ଜୋର ଜବରଦସ୍ତି ଶବ ଗୁଡିକୁ କବର ଦେବାକୁ ଚେଷ୍ଟା କଲେଣି । କୌଣସି କାଗଜପତ୍ର ... 
More

argusnewsin
Argus News
3k followers

Comments